- Henil Prava Swain
- 1/24/2026 12:55:51 AM
ଆସାମ,ନାଗାଲାଣ୍ଡ,ମଣିପୁର ଭଳି ଆମର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକ ଆମ ପାଇଁ ପ୍ରକୃତିର ବରଦାନ । ନୈସର୍ଗିକ ଶୋଭା ସହିତ ଅମୁଲ୍ୟ ଜୈବ ବିବିଧତା ଏହାକୁ ଅନନ୍ୟ କରି ଗଢି ତୋଳିଛି । ସାତ ଭଉଣୀ ରାଜ୍ୟ ଭାବେ ପରିଚିତ ଏସବୁ ଅଂଚଳରେ ଏବେ ବି ସବୁ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ,ଶିକ୍ଷା,ନ୍ୟାୟ ,ସମ୍ପତ୍ତିର ଅଧିକାର ନାହିଁ । ମୁଖ୍ୟ ସ୍ରୋତ ଠାରୁ ଦୂରରେ ଥିବା ଲୋକଙ୍କ କ