ଦିନେ ରାଜଧାନୀ ଭୁବନେଶ୍ୱର ର ଗଳି କନ୍ଦିରେ ଯେଉଁଠି ବରା ଘୁଘୁନି ଆଳୁଚପ ର ଦୋକାନ ଥିଲା ଏବେ ସେଠି ବିକ୍ରି ହେଉଛି ମୋମୋ । ଭୁବନେଶ୍ୱର କ୍ଳବ ପଛପଟ ଚାଳିଆ ଘରେ ଥିବା ରବି ଭାଇନା ଙ୍କ ରଡ଼ କାଠ ଚୁଲ୍ଲୀ ରେ ଫୁଟନ୍ତା ତେଲ କଡେଇ ଭିତରୁ ହାତ ପୁରେଇ ବରା ବାହାର କରି ଆଣିବା ଦୃଶ୍ୟ କୁ ଦେଖି ଗ୍ରାହକ 20 ବର୍ଷ ତଳେ ଯେଭଳି ପୁଲକିତ ହେଉଥିଲେ ଆଜି ଆଉ ତାହା ସେହି ସ୍ଥି
ତାମିଲନାଡ଼ୁ ଅରୀୟାଲୁର ଗାଁରେ ରହନ୍ତି ଅଜାକୁ ଧୀରାନ ନାମ୍ନୀ ଜଣେ ମହିଳା । ତାଙ୍କର ପିତା ଓ ସ୍ୱାମୀ ଉଭୟେ କୃଷକ । ସେ ଯେତେବେଳେ ପିଲା ଥିଲେ ସେତେବେଳେ ନିଜ କୃଷକ ପିତାଙ୍କୁ ଚାଷରେ ଗୋବର ଖତ ପ୍ରୟୋଗ କରୁଥିବା ଦେଖିଥିଲେ । ବାହାହୋଇ ଆସିବା ପରେ ସ୍ୱାମୀ ରାସାୟନିକ ସାର ଓ ଔଷଧ ପ୍ରୟୋଗ କରୁଥିବା ଦେଖି ଜାଣିଲେ ଯେ ଫସଲ ଉତ୍ପାଦନ ପାଇଁ ଭଲ ସାର ଓ ଖତ ପ୍ରୟୋଗ ଜରୁ
କୋଝିକୋଡ଼ ସିଭିଲ ପୋଲିସ ଅଧିକାରୀ (ସିପିଓ) ଏମ ରମ୍ୟା ଜିଣିଛନ୍ତି ହୃଦୟ । ଭୋକରେ ଆଉଟୁ ପାଉଟୁ ହେଉଥିବା ୧୨ ଦିନର ନବଜାତ ଶିଶୁ ପୁତ୍ରକୁ ସେ ଉଦ୍ଧାର କରିବା ସହିତ ତାକୁ ସ୍ତନ୍ୟପାନ କରାଇ ସୃଷ୍ଟି କରିଛନ୍ତି ନିଆରା ଦୃଷ୍ଟାନ୍ତ । ତାଙ୍କର ଏଭଳି ଅନାବିଳ ମମତାକୁ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ପ୍ରଶଂସା କରିବା ସହିତ ତାଙ୍କ ପାଇଁ ଏକ ମାନପତ୍ର ପଠାଇଛନ୍ତି । ଗତ
ସିନେମା ,ପୁସ୍ତକ ଓ ନାଟକରେ ଶାଶୁ ବୋହୁଙ୍କୁ ପରସ୍ପରର ଶତ୍ରୁ ଭାବେ ଅଧିକ ଚିତ୍ରଣ କରାଯାଇଥାଏ । କିନ୍ତୁ ବାସ୍ତବରେ ଅନେକ ଶାଶୁ ବୋହୁ ଅଛନ୍ତି ଯେଉଁମାନେ ମା ଓ ଝିଅ ଭଳି ଚଳିଥାନ୍ତି । ଏଭଳି ଏକ ଆଦର୍ଶ ଶାଶୁ ବୋହୁଙ୍କ ସଫଳ କାହାଣୀ ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା ଅଂଚଳରେ । ବିହାର ଦରଭଙ୍ଗା ଅଞ୍ଚଳର ରୁଚି ଝା ଓ ତାଙ୍କର ଶାଶୁ ରେଣୁକା କୁମାରୀ ଏକାଠି ଏକ ଷ
ନିଜ ଝିଅମାନେ କିଭଳି ନିଜ ଗୋଡ଼ରେ ଠିଆ ହେବେ ସେନେଇ ଜଣେ ମା କରୁଥିଲେ କଠିନ ପରିଶ୍ରମ । କିନ୍ତୁ ଆଖପାଖର ଲୋକମାନେ ଏହାକୁ ଭଲ ଦୃଷ୍ଟିରେ ଦେଖିପାରୁନଥିଲେ । ଲୋକଙ୍କ ନିନ୍ଦାକୁ ଖାତିର ନକରି ମା ଜଣଙ୍କ ନିଜ ପ୍ରୟାସରେ ରହିଲେ ଅବିଚଳିତ । ଶେଷରେ ଏଭଳି ଏକ ଦିନ ଆସିଲା ଯେଉଁଠି ସଭିଏଁ କହିଲେ ମା ହେବ ତ ଏମିତି । ଆପଣମାନେ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ଦଙ୍ଗଲ ଦେଖିଥ
ତାମିଲନାଡୁର ଥୁଡୁକୁଡି ଠାରେ ରହିଛି ରାଜ୍ୟର ସବୁଠୁ ବଡ଼ ଲୁଣ କ୍ଷେତ । ଏହା ୨୫ ହଜାର ଏକର ଜମିରେ ବିସ୍ତୃତ । ଏଥିରେ ବର୍ଷରେ ୬ ମାସ ହୋଇଥାଏ ଲୁଣ ଉତ୍ପାଦନ । ବର୍ଷ ବର୍ଷ ଧରି ଆଖପାଖର ଶ୍ରମିକ ମାନେ ଏହି କ୍ଷେତରେ କଠିନ ପରିଶ୍ରମ କରି ରୋଜଗାର କରିଥାନ୍ତି ସାମାନ୍ୟ ପାରିଶ୍ରମିକ । ଏହି ଲୁଣ ଶ୍ରମିକଙ୍କ ମଧ୍ୟରେ ଏମିତି ଜଣେ ମହିଳା ଅଛନ୍ତି ଯିଏକି ବିଗତ ୫୦ ବର୍ଷ
ତାମିଲନାଡୁର ବକିଂହାମ କେନାଲ ନିକଟରେ ପ୍ରାୟତଃ ତାଙ୍କୁ ଦେଖିବାକୁ ମିଳେ । ଏକ ବୁଡ଼ାଳି ଗ୍ରୀବେ ପକ୍ଷୀ ଭଳି, ଗଭୀର ପାଣିରେ ତାଙ୍କର ବୁଡ଼ିବା ଓ ପହଁରିବାରେ ନିପୁଣତା ଅନେକଙ୍କୁ ଅବାକ କରେ । ସେ ଖୁବ୍ ଦ୍ରୁତ ଗତିରେ ନଈ କୂଳର ରୁକ୍ଷ ବାଲିରେ ହାତ ବୁଲାଇ ଆଣନ୍ତି ଏବଂ ଅନ୍ୟ ମାନଙ୍କ ତୁଳନାରେ ଅତିଶୀଘ୍ର ଚିଙ୍ଗୁଡ଼ିଗୁଡ଼ିକୁ ଧରି ନେଇଥାନ୍ତି । ମାଛଧରାର ଏହି ପ
ରାଷ୍ଟ୍ରପତି ଆସନ୍ତି ଆଉ ଚାଲିଯାଆନ୍ତି । କିନ୍ତୁ ବିଗତ ୫୦ ବର୍ଷ ଧରି ହ୍ବାଇଟହାଉସର ୧୮ ଏକର ବ୍ୟାପି ବଗିଚା ,୧୦୦ ପ୍ରକାର ଗଛ ,୧୦୦୦ ପ୍ରକାର ଫୁଲ ଓ ନାନା ରକମର ମୂଲ୍ୟବାନ ଗୁଳ୍ମ ,ଲତା ଓ ଆଳଙ୍କରିକ ଉଦ୍ଭିଦର ପ୍ରମୁଖ ତତ୍ୱାବଧାରକ ଭାବେ ଦାୟିତ୍ୱ ସମ୍ପାଦନା କରିଆସିଛନ୍ତି ଡେଲ । ଡେଲ ନିଜର ଚାକିରୀ କାଳରେ ୧୦ଜଣ ରାଷ୍ଟ୍ରପତିଙ୍କ ଆସିବା ଓ ଯିବା ଦେଖିସାରିଛନ୍
ଏ ହେଉଛି ମୁକ୍ତା ଉଗଲେ । ୯ ବର୍ଷ ବୟସରେ ନିଜ ଜିଲ୍ଲା ହିଙ୍ଗଲେରୁ ପଢିବାକୁ ଆସିଥିଲେ ଠାଣେ । ମୁକ୍ତା କୁହନ୍ତି ଗାଁରୁ ସହରର ବଡ଼ ସ୍କୁଲକୁ ଆସିବା ମୋ ପାଇଁ ଥିଲା ବହୁତ ଯନ୍ତ୍ରଣାଦାୟକ । ପଢ଼ାଯାଉଥିବା ପାଠ ମୋ ମୁଣ୍ଡରେ ଡ଼ୁକୁନଥିଲା । ପାଠ ବୁଝୁ ନ ଥିବାରୁ ହୀନମନ୍ୟତା ଅନୁଭବ ହେଉଥିଲା । ପ୍ରତି କ୍ଲାସରେ ଅନ୍ୟମନସ୍କ ରହିବା ସହିତ ପଛ ବେଞ୍ଚରେ ବସି ରହିବା ବ୍ୟତ
୫୭ ବର୍ଷ ବୟସ୍କା ନିଷ୍ଠା ସୁରୀ । ୫୫ ବର୍ଷ ବୟସରୁ ଆରମ୍ଭ କରିଛନ୍ତି ଜୀବନର ଏକ ନୂଆ ଇନିଂସ । ପିଲାଦିନର ଏକ ନିଶା ଏବେ ତାଙ୍କର ବ୍ୟବସାୟରେ ପରିଣତ ହୋଇଯାଇଛି । ଏଥିରୁ ସେ ପ୍ରତି ମାସରେ ୨୦ ହଜାର ଟଙ୍କାରୁ ଅଧିକ ରୋଜଗାର କରିପାରୁଥିବା ଜଣାଯାଇଛି । ଫରିଦାବାଦ ସହରରେ ରହନ୍ତି ନିଷ୍ଠା ସୁରୀ । ପିଲାଦିନେ ସେ ନିଜ ମାଙ୍କୁ ଲୁଚି ଲୁଚି ହସ୍ତକଳା କେନ୍ଦ୍ରକୁ ଯାଉଥିଲ
ଆଗାମୀ ନଭେମ୍ବର ୧ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୁଲଢ଼ିହା ଅଭୟାରଣ୍ୟ । ଅତିଥି ମାନଙ୍କୁ ସ୍ୱାଗତ କରିବା ପାଇଁ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଭୟାରଣ୍ୟ ପରିବେଶ ମଧ୍ୟରେ ପର୍ଯ୍ୟଟକଙ୍କ ନିମିତ୍ତ ନେଚର କ୍ୟାମ୍ପ ଓ ସମସ୍ତ ସୁବିଧା ଥିବା ଅତ୍ୟାଧୁନିକ ତମ୍ବୁ ଘର ତିଆରି ହୋଇଛି । ଜଙ୍ଗଲ ଭିତରେ ସ୍ଥାପିତ ସ୍ୱତନ୍ତ୍ର ୯ଟି ତମ୍ବୁ ଘରେ ଜଳ ,ବି
ୟୁପିଏସସି ପରୀକ୍ଷା ଫଳ ପ୍ରକାଶନ ପରେ ପରେ ଅନେକ ରୋଚକ କାହାଣୀ ସାମ୍ନାକୁ ଆସିଥାଏ । ସେଥିରୁ କେତେକ ଘଟଣା ପ୍ରେରଣାଦାୟୀ ହୋଇଥିବା ବେଳେ ମିଳିଥାଏ ଶିକ୍ଷା । ଏଭଳି ଏକ ପ୍ରେରଣାଦାୟକ କାହାଣୀ ହେଉଛି ଶ୍ରୀଧନ୍ୟା ସୁରେଶଙ୍କର ।ଶ୍ରୀଧନ୍ୟା ଦିନେ ସାଙ୍ଗ ମାନଙ୍କ ଠାରୁ ଟଙ୍କା ଧାର ନେଇ ସାକ୍ଷାତକାରକୁ ଯାଇଥିଲେ । ବାପା ଦିନ ମଜୁରିଆ ହୋଇଥିବାରୁ ଶିକ୍ଷା ଓ ପରବର୍ତ୍ତ
ବିଭିନ୍ନ ରୋଗରେ ମୁଣ୍ଡରୁ ଝଡି ପଡୁଥିବା କେଶ ଗୁଡିକ କିଭଳି ଅତୁଟ ରହିବ ସେ ଦିଗରେ ଚିନ୍ତା କରି ଏକ ହର୍ବାଲ ହେୟାର ଅଏଲ ପ୍ରସ୍ତୁତ କରିଛନ୍ତି ଗୁରୁଗ୍ରାମର ବାସିନ୍ଦା ବୀଣା ମାଲହୋତ୍ରା । ୨୦୧୬ରେ ବୀଣା ଚିକେନଗୁନିଆ ରୋଗରେ ପଡିଲେ । ତାଙ୍କର କେଶ ଝଡ଼ିବା ଦେଖି ସେ ଏହାର ଉପାୟ ଚିନ୍ତାକଲେ। ସେ ଆୟୁର୍ବେଦ ପୁସ୍ତକ ଗୁଡିକୁ ଅନୁସରଣ କରି କେତେ ପ୍ରକାର ତୈଳ ତିଆରି କଲେ
୫୧ ବର୍ଷର କିରଣ ସ୍ୱାମୀ ଶିବଶକ୍ତି ବ୍ରାଣ୍ଡ ନାମରେ ଅନ୍ନପୂର୍ଣ୍ଣା ଗୃହ ଉଦ୍ୟୋଗର କରୁଛନ୍ତି ପରିଚାଳନା । ଯାହା ଜରିଆରେ ସେ ୧୦ ପ୍ରକାର ହର୍ବାଲ ସରବତ ,୧୭ ପ୍ରକାରର ଆଚାର ,ଖଟାମିଠା ଲେମ୍ବୁ ଚଟଣି ଓ ୧୩ ପ୍ରକାର ମସଲାର ବ୍ୟବସାୟ କରୁଛନ୍ତି । କିରଣ ସ୍ୱାମୀ ଜଣେ ଲମ୍ବା ଯୁଦ୍ଧ ଲଢ଼ିଥିବା ଯୋଧା । ଦିନେ ତାଙ୍କ ନିକଟରେ ଦୁଇ ଓଳିର ଆହାର ଯୋଗାଡ଼ କରିବା ଥିଲା କଷ୍ଟ
ଦୀପରେ ଜଳୁଥିବା ସଳିତାକୁ ତେଜି ଦେବା ପାଇଁ ଛୋଟ ଏକ କାଠିଟିଏର ଯେଭଳି ଆବଶ୍ୟକତା ରହିଛି ଅନୁରୂପ ଭୂମିକା ନିର୍ବାହ କରୁଛନ୍ତି ନିଆଳିର ଜଣେ ଗୃହିଣୀ ସସ୍ମିତା ପାଣି । ଶିକ୍ଷାର ସୁଯୋଗରୁ ବଂଚିତ ମୁଣ୍ଡା ସାହିର ପିଲାଙ୍କୁ ଏକାଠି କରି ସସ୍ମିତା ମାଗଣା ଶିକ୍ଷାଦାନ ଜରିଆରେ ବାଣ୍ଟିଚାଲିଛନ୍ତି ଜ୍ଞାନର ଆଲୋକ । ଗାଁ ମୁଣ୍ଡ ଗଛ ମୂଳେ ଜରିପାଲ ବିଛାଯାଇଛି । ଆଗପଛ ହ
Join our newsletter and get updates in your inbox. We won’t spam you and we respect your privacy.