• Friday, April 17, 2026

ଉଦ୍ୟୋଗିନୀ

Empowering dreams, nurturing growth

Odisha Government’s Mukhyamantri Krushi Udyog Yojana (MKUY) has empowered a lot of women across the state. Julie Behera from Kanjiaapal village of Dhamnagar block in Bhadrak district is one such women who stands testament to the impact of this scheme. With support from the departments of ag

ଅଦରକାରୀ ଫୁଲରୁ ସୁଗନ୍ଧିତ ଧୂପକାଠି

ମନ୍ଦିରର ବାସି ମଉଳା ଫୁଲକୁ ବ୍ୟବହାର କରି ମଙ୍ଗଳମ ଧୂପବତୀ ମିଶନ ଶକ୍ତି ଗ୍ରୁପର ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଯେଉଁ ଫୁଲ ପୂଜା ପରେ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଉଥିଲା, ଆଜି ସେହି ଅଦରକାରୀ ଫୁଲ ହଜାର ହଜାର ଟଙ୍କାର ସୁଗନ୍ଧିତ ଧୂପକାଠି ହୋଇ ବଜାରକୁ ଯାଉଛି । ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ

ଉଦ୍ୟୋଗୀ ସୁନିତା ମହାନ୍ତିଙ୍କ ସଂଘର୍ଷ ଓ ସଫଳତା

ସୁନିତା ମହାନ୍ତି – ଏକ ନାମ, ଯାହା ଆଜି ଓଡ଼ିଶାର ଗ୍ରାମାଞ୍ଚଳରେ ନାରୀ ଶକ୍ତିର ପ୍ରତୀକ ଭାବେ ପରିଚିତ। ଏକ ଛୋଟ ଗାଁରୁ ଆସିଥିବା ଏହି ମହିଳା, ଆଜି ରାଜ୍ୟର ସଫଳ ଉଦ୍ୟୋଗୀଙ୍କ ମଧ୍ୟରେ ନିଜର ସ୍ଥାନ ସୁଦୃଢ଼ କରିଛନ୍ତି। ଆରମ୍ଭର କଥା ସୁନିତା ମହାନ୍ତି କଟକ ଜିଲ୍ଲାର ବଡ଼ମ୍ବାରୁ ଆସିଛନ୍ତି। ପିତା ଜଣେ ଛୋଟ ଚାଷୀ ଥିଲେ, ଓ ଘରର ଆର୍ଥିକ ଅବସ୍ଥା ବହୁତ ଦୁର୍

ପରିଚୟ ଦେଇଛି କାଇଁଚ କାରିଗରୀ

କୁଟୀର ଶିଳ୍ପ ପାଲଟିଛି କାଇଁଚ କାରିଗରୀ । ଗ୍ରାମୀଣ ମହିଳାଙ୍କ ଅତିରିକ୍ତ ଜୀବିକାରେ କରିଛି ସହାୟତା । କାଇଁଚରୁ ତିଆରି ହେଉଛି ମନଲୋଭା ହସ୍ତକଳା । ଏହି ପ୍ରାକୃତିକ ସାଧନରୁ ଅତି ସୁନ୍ଦର ସାଜସଜ୍ଜା ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଥାଇଲୋ ପଂଚାୟତର ୪୫ ମହିଳା । ଆଖପାଖ ୧୦ ଟି ଗାଁ ଓ ୧୭ ଟି ସ୍ୱୟଂ ସହାୟକ ଦ

ମହିଳାଙ୍କୁ ଆୟ ଦେଉଛି ଦେଶୀ ତୁରୁ ଶୁଖୁଆ

ନବରଙ୍ଗପୁରର ସାପ୍ତାହିକ ହାଟ ଗୁଡିକରେ ଛୋଟ ଦେଶୀ ଶୁଖୁଆର ଭାରି ଚାହିଦା । ସ୍ଥାନୀୟ ଲୋକେ ଏହାକୁ କହନ୍ତି ତୁରୁ ସୁକସି । ସୁକସି ଅର୍ଥ ଶୁଖୁଆ । ନଈ,ନାଳ ,ଧାନବିଲ ଓ ଗଡିଆ ଗୁଡ଼ିକରୁ ବର୍ଷାଦିନେ ଧରାପଡନ୍ତି ନାନା ପ୍ରକାରର ଦେଶୀ ମାଛ । ଏହା କେହି ଚାଷ କରିନଥାନ୍ତି । ଜଳାଶୟ ଗୁଡିକରେ ଆପେ ବଢନ୍ତି । ଏଥିରେ ନା ପଡେ ସାର ନା ଦେବାକୁ ପଡେ କାରଖାନାରୁ ପ୍ରସ୍ତୁତ

କୃଷିରେ ନୂଆ ବିଳ୍ପବର ସୂତ୍ରଧର ଡ୍ରୋନ ଦିଦି

ହରିୟାଣାର ଝିଅ ଶ୍ରମିଳା ଯାଦବ । ପିଲାଟି ଦିନରୁ ଦେଖୁଥିଲେ ପାଇଲଟ ହେବାର ସ୍ବପ୍ନ । ଏବେ ସେ ବିମାନ ସିନା ଉଡାଇ ପାରିଲେ ନାହିଁ ,କିନ୍ତୁ ଆକାଶରେ ଡ୍ରୋନ ଉଡାଇ କୃଷକଙ୍କ ଆଖିରେ ଭରିଛନ୍ତି ଆସ୍ୱସ୍ଥିର ଆଲୁଅ । ଅନ୍ୟ ୩୦୦ ମହିଳାଙ୍କ ସହିତ ତାଙ୍କୁ ଦେଶର ଅନ୍ୟତମ ପ୍ରମୁଖ ସାର ଉତ୍ପାଦନ କମ୍ପାନୀ ଇଫକୋ ଡ୍ରୋନ ଉଡ଼ାଇବାର ତାଲିମ ପ୍ରଦାନ କରିଥିଲା । କେନ୍ଦ୍ର ସରକାରଙ

ଓଡ଼ିଶାର ପ୍ରେରଣାଦାୟୀ ମହିଳା ଉଦ୍ୟୋଗୀ

ଆମ ରାଜ୍ୟର ମହିଳାମାନେ କେବଳ ଘର ଓ ପରିବାରର ଆଧାର ନୁହନ୍ତି, ସେମାନେ ଅର୍ଥନୀତିରେ ମଧ୍ଯ ବ୍ୟାପକ ପ୍ରଭାବ ପକାଉଛନ୍ତି। ଗ୍ରାମ୍ୟ ଅଞ୍ଚଳରୁ ଆରମ୍ଭ କରି ସ୍ଟାର୍ଟଅପ୍ ଓ ସାମାଜିକ ଉଦ୍ୟୋଗ ପର୍ଯ୍ୟନ୍ତ, ଏମାନଙ୍କର ଯାତ୍ରା ଅସମ୍ଭବକୁ ସମ୍ଭବ କରିଛି। ନିମ୍ନରେ କେତେକ ପ୍ରମୁଖ ସଫଳ ମହିଳା ଉଦ୍ୟୋଗୀଙ୍କର ସଂକ୍ଷିପ୍ତ କାହାଣୀ ଦିଆଯାଇଛି, ଯାହା ଅନ୍ୟ ମହିଳାଙ୍କୁ ପ୍ରେର

ଲାଉର ଭାଉ ଉଠାଉଛନ୍ତି ରାୟଗଡାର ଆଦିବାସୀ ମହିଳା

ଜଙ୍ଗଲୀ ଶୁଖିଲା ଲାଉ ଦିନେ ବାଦ୍ୟଯନ୍ତ୍ର ଭାବେ ବ୍ୟବହାର କରୁଥିଲେ ଆଦିବାସୀ । ପାଣି ପିଇବା ପାଇଁ ହେଉଥିଲା ବ୍ୟବହାର । କେଉଁଠି ଏହାକୁ ମାଣ୍ଡିଆ ଯାଉ ସଂରକ୍ଷଣ ପାତ୍ର ଭାବେ ବ୍ୟବହାର ହେଉଥିଲା ତ କେଉଁଠି ଏହାକୁ ବିହନ ରଖିବା ଉପକରଣ ଭାବେ ବ୍ୟବହାର କରାଯାଉଥିଲା । ଦକ୍ଷିଣ ଓଡିଶା ବିଶେଷକରି ରାୟଗଡା ,ନବରଙ୍ଗପୁର ,ମାଲକାନଗିରି ,କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଥ

ଲକ୍ଷପତି ମହିଳା ପିଜୁଳି ଚାଷୀ

ପାରମ୍ପରିକ ଫସଲ ଅପେକ୍ଷା ଉଦ୍ୟାନକୃଷି ହୋଇଛି ଲାଭଦାୟକ । ଲୋକେ ଆଖପାଖରେ ସଫଳ ଉଦ୍ୟାନକୃଷିର କାହାଣୀ ଦେଖି ଆକର୍ଷିତ ହେଉଛନ୍ତି । ଏଭଳି କୃଷିରେ ସଫଳ କାହାଣୀ ତିଆରି କରିଥିବା ଜଣେ ମହିଳାଚାଷୀ ଏବେ ଖବରର ଆଗରେ ଅଛନ୍ତି । ଏହି ମହିଳା ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାର ହିତୈଷୀ ଚୌଧୁରୀ । ହିତୈଷୀ ବାଓ ଏନର୍ଜି କୃଷକ ଉତ୍ପାଦକ କମ୍ପାନୀ ଗଢି ତାଇୱା

ପ୍ରସିଦ୍ଧି ଦେଇଛି ହର୍ବାଲ ଚା ବ୍ୟବସାୟ

ପିଲାଦିନେ ସେ ବାପାଙ୍କୁ ହୋଟେଲରେ ସାହାଯ୍ୟ କରିବା ପାଇଁ ଅଟା ଦଳୁଥିଲେ । ବଡ଼ ହେବା ପରେ ସେ ନିଜର ଏକ ହର୍ବାଲ ଟି ବ୍ୟବସାୟ କରି ଭଲ ରୋଜଗାର ସହିତ ପାଲଟିଛନ୍ତି ନିଯୁକ୍ତିଦାତା । ମଣିପୁର ନାଗାଲାଣ୍ଡ ଠାରୁ ବାଙ୍ଗାଲୁର ହାଇଦ୍ରାବାଦ ଯାଏଁ ସବୁଠି ତାଙ୍କର ଚା ଗ୍ରାହକଙ୍କୁ ଦେଇଛି ଉଷ୍ମ ଅନୁଭବ । କିନ୍ତୁ ଏତିକିରେ ସରିନାହିଁ ତାଙ୍କର ସ୍ବପ୍ନ । ମଣିପୁରର ଝିଅ ପେମ

ଜୀବିକାର ବାଟ ଦେଖାଇଛି ବୋତଲ କ୍ରାଫ୍ଟ

ଅଦରକାରୀ ବୋତଲରେ ସୁନ୍ଦର କ୍ରାଫ୍ଟ । ସୃଷ୍ଟି କରିଛି ରୋଜଗାରର ଭଲ ମାଧ୍ୟମ । ବ୍ୟବହୃତ ବୋତଲ ସଂଗ୍ରହ କରି ସଫା ହେବା ପରେ ସେଥିରେ ଅଠା ଓ ରଙ୍ଗର ପ୍ରଲେପ ଦେଇ ଅଙ୍କା ଯାଇଛି ମନଲୋଭା ଚିତ୍ର । ଦେବାଦେବୀଙ୍କ ରୂପ ସହିତ କରାଯାଇଛି ବୃକ୍ଷଲତା ,ଫୁଲଫଳ ଓ ଅନ୍ୟାନ୍ୟ ପ୍ରାକୃତିକ ଦୃଶ୍ୟର ଚିତ୍ରଣ । ଯେଉଁ ବୋତଲ ଗୁଡିକ ଅଳିଆ ପାଲଟିଥାଆନ୍ତା ସେସବୁ ପାଲଟିଛି ଘର ସଜ୍ଜା

ରାକ୍ଷୀ ଦେଉଛି ରୋଜଗାର

ଋତୁକାଳୀନ ବ୍ୟବସାୟ ଭରିଛି ଆତ୍ମବିଶ୍ୱାସ । ପର୍ବ ଓ ପରମ୍ପରାରୁ ଖୁସି ସହିତ ମିଳୁଛି ଆୟ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଂଚଳର ଏସଏଚଜି ସଦସ୍ୟା ରାକ୍ଷୀ ତିଆରି ଜରିଆରେ ହୋଇଛନ୍ତି ସ୍ଵ ରୋଜଗାରୀ । ଅନିମା ସାମନ୍ତରାୟଙ୍କ ମାର୍ଗଦର୍ଶନ ଓ ପ୍ରଶିକ୍ଷଣ ପରେ ମହିଳା ମାନେ ଘରକାମ ସରିବା ପରେ ବାଛିଛନ୍ତି ରାକ୍ଷୀ ତିଆରିର ବୃତ୍ତି । ରାକ୍ଷୀ ପୂର୍ଣ୍ଣିମାର ଦୁଇ ତିନିମାସ

ପ୍ରିୟଦର୍ଶିନୀଙ୍କ ନିଆରା ଚକୋଲେଟ ରାକ୍ଷୀ

ରାକ୍ଷୀ ପୂର୍ଣ୍ଣିମା ଆସିଲେ ବଜାରକୁ ଆସିଥାଏ ଭଳିକି ଭଳି ରଙ୍ଗ ,ଆକାର ଓ ଡିଜାଇନର ରାକ୍ଷୀ । ପ୍ରତିବର୍ଷ ନୂଆ ନୂଆ ଡିଜାଇନର ରାକ୍ଷୀ ବଜାରକୁ ଆସୁଥିବା ବେଳେ ଚଳିତ ବର୍ଷ ଟ୍ରେଣ୍ଡରେ ରହିଛି ଚକୋଲେଟ ରାକ୍ଷୀ । ବିଭିନ୍ନ ଫ୍ଲେବରର ଚକୋଲେଟ ରାକ୍ଷୀ ଏବେ ତିଆରି ହୋଇ ବଜାରକୁ ଆସିଛି । ଦିନେ ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ରାକ୍ଷୀ ଏବେ ଏହାର ସ୍ୱତନ୍ତ୍ରତା ପାଇଁ

ଲକ୍ଷାଧିକ ମହିଳାଙ୍କୁ ଆୟର ବାଟ ଦେଖାଇଛି ହର୍ଷଟ୍ରଷ୍ଟ

ଗାଁରେ ଗଢାଯାଇଛି ସ୍ୱୟଂ ସହାୟକ ଦଳ । ଏକାଧିକ ସ୍ୱୟଂ ସହାୟକ ଦଳକୁ ନେଇ ଗଢାଯାଇଛି କୃଷି ଉତ୍ପାଦିକା ଗୋଷ୍ଠୀ । ଦଳ ଗୁଡିକୁ ତାଲିମ ,ପରିଦର୍ଶନ ଓ ବୈଷୟିକ ମାର୍ଗଦର୍ଶନ ସହିତ ଆନୁସଙ୍ଗିକ ସୁବିଧା ସୁଯୋଗ ଦେଇ ରୋଜଗାର ଦିଗରେ ସମର୍ଥ କରାଇଛି ସାମାଜିକ ସଂଗଠନ ହର୍ଷ ଟ୍ରଷ୍ଟ । ହର୍ଷ ଟ୍ରଷ୍ଟ ଉଦ୍ୟମ ଫଳରେ ଓଡିଶା ଓ ମଧ୍ୟପ୍ରଦେଶର ୨ ଲକ୍ଷରୁ ଅଧିକ ପରିବାରର ରୋଜଗାର

କାଗଜ କଣ୍ଢେଇ ଦେଇଛି ଜୀବିକା

ରଦି କାଗଜରୁ ରୋଜଗାର । ପୁରୁଣା ଖବର କାଗଜରେ କଣ୍ଢେଇ ତିଆରି କରି ମାସିକ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଦିବ୍ୟାଙ୍ଗ ଯୁବତୀ ରାଧିକା । ନିଜାମାବାଦ ବାସିନ୍ଦା ବି .ରାଧିକା । ଜନ୍ମରୁ ବିରଳ ଏକ ଅସ୍ଥି ଜନିତ ରୋଗରେ ପୀଡିତ । ଘରୁ ବାହାରକୁ ଯିବା ତାଙ୍କ ନିକଟରେ ସମ୍ଭବ ନୁହଁ । ତାଙ୍କର ଗୋଡ଼ରେ ଦୁଇଥର ଅସ୍ତ୍ରୋପଚାର ସତ୍ୱେ ସୁସ୍ଥ ହୋଇନାହାନ୍ତି ରାଧିକା । କିନ

1 /18

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.