• Friday, April 17, 2026

ବିରଙ୍ଗନା

Fortune Favours the Brave

Some lives unfold slowly and gently. Some others burn and rebuild themselves in the fires of their lives. Geetanjali Pradhan’s story is one of the latter - choosing dignity and joy when the world takes everything else away. Ever-smiling and ever determined, Geetanjali carries within her the ki

ସମୁଦ୍ରରେ ସାହସ ଦେଖାଇଲେ ମହିଳା ସେନା ଅଧିକାରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୬ତମ ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍'ରେ ସେ ଭାରତୀୟ ନୌସେନାର ଦୁଇ ବୀରମହିଳା ଅଧିକାରୀ -ଲେଫ୍ଟେନାଣ୍ଟ୍ କମାଣ୍ଡର୍ ଦିଲନା କେ ଏବଂ ଲେଫ୍ଟେନାଣ୍ଟ୍ କମାଣ୍ଡର୍ ରୁପା କେ ଙ୍କ ଦୁଃସାହସିକ ଯାତ୍ରାକୁ ସ୍ମରଣ କରି ପ୍ରଶଂସା କରିଥିଲେ । ସେ ସୂଚାଇ ଥିଲେ କି ଏହି ଯାତ୍ରା ହେଉଛି 'ନଭିକା ସାଗର ପରିକ୍ରମ

ମହିଳା ଶସକ୍ତିକରଣର ଦୁଇ ଆଦ୍ୟ ବିନ୍ଧାଣି

ମହାତ୍ମାଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମ କେବଳ ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତର ସ୍ବାଧୀନତା ପାଇଁ ନଥିଲା । ବରଂ ଭାରତୀୟ ମହିଳା ମହିଳା ମାନଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୋଡି ସଶକ୍ତ କରିବାର ଏକ ଅନନ୍ୟ ଧାରା ଥିଲା । ଗାନ୍ଧୀ ଭଲ ଭାବେ ହୃଦୟଙ୍ଗମ କରିଥିଲେ ଯେ ମୋଟ ଜନସଂଖ୍ୟାର ଅଧା ଲୋକଙ୍କୁ ବାଦଦେଇ ସମାଜର ବିକାଶ କରାଯାଇନପାରେ । ସେ ନିଜ ପତ୍ନୀ କସ

ଆପଣଙ୍କୁ ସୁରକ୍ଷା ଦେଇପାରିବ ମୋବାଇଲ ଆପ

କାମ ପାଇଁ ମହିଳାଙ୍କୁ ବାହାରକୁ ଯିବାକୁ ପଡୁଛି । କିନ୍ତୁ ଫେରିବା ବେଳେ ଯଦି ବିଳମ୍ବ ହେଉଛି ତେବେ ଘର ଲୋକଙ୍କ ଚାପ ଓ ଚିନ୍ତା ବଢିଯାଉଛି । ଚାପ ବଢିବା ମଧ୍ୟ ସ୍ୱାଭାବିକ । ବର୍ତ୍ତମାନର ସମୟ ଭଲ ନାହିଁ । ମହିଳାଟିଏ ଭଲରେ ଯାଇ ଭଲରେ ଘରକୁ ଫେରିବ ଏ କଥାରେ ଗ୍ୟାରେଣ୍ଟି କିଛି ନାହିଁ । ଦିନକୁ ଦିନ ମହିଳାଙ୍କ ଉପରେ ବଢୁଥିବା ବିପତ୍ତିକୁ ଲକ୍ଷ କରି ସଫ୍ଟୱେର ଇଂଜି

ବରଫ ପାହାଡ଼ର ସାହସୀ ମହିଳା ଡାକ କର୍ମଚାରୀ

୨୬ ବର୍ଷୀୟା ଛେରିଙ୍ଗ୍‌ ଅଙ୍କିତ୍‌ ଜଣେ ଗ୍ରାମୀଣ ଡାକ କର୍ମଚାରୀ । ବିଗତ ୫ ବର୍ଷ ଧରି ସେ ଏହି ବୃତ୍ତିରେ ନିୟୋଜିତ ଅଛନ୍ତି । ଗମନାଗମନ ଦୃଷ୍ଟିରୁ ୬ ମାସ ବିପର୍ଯ୍ୟସ୍ତ ହୋଇପଡୁଥିବା ହିମାଚଳ ପ୍ରଦେଶର ଲାହୌଲ୍‌ ସ୍ପିତିରେ ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ସେ କାମ କରୁଛନ୍ତି । ଜଣେ ସାହସୀ ଡାକ ସେବିକା ଭାବେ କାର୍ଯ୍ୟ କରି ସେ ପ୍ରମାଣିତ କ

ଯୁଦ୍ଧ ଜାହାଜର ପାଇଲଟ ହେଲେ ଆସ୍ଥା ପୁନିଆ

ଉତ୍ତରପ୍ରଦେଶର ଛୋଟ ଏକ ଗାଁରୁ ନାଭାଲ ଏକାଡେମୀ । ସେଠାରେ ଉତ୍କର୍ଷ ପ୍ରତିପାଦିତ କରି ସ୍ବର୍ଣ୍ଣ ପଦକ ବିଜୟିନୀ । ପୁଣି ଏକ ବର୍ଷର ଅଗ୍ରଣୀ ତାଲିମ ପାଇଁ ଚୟନ । ଏବେ ଫାଇଟଲ ଜାହାଜର ପାଇଲଟ ହେବାର ପୂରଣ କରିଛନ୍ତି ପିଲାଦିନର ସ୍ବପ୍ନ । ଏଭଳି ସ୍ୱପ୍ନରେ ଉଡାଣ ଭରିଥିବା ମହିଳା ହେଉଛନ୍ତି ଉତ୍ତରପ୍ରଦେଶ ମେରୁଟ ଜିଲ୍ଲାର ଛୋଟ ଏକ ଗାଁ ହିସାଭଡାର ଆସ୍ଥା ପୁନିଆ । ଆସ୍

ମାଉଣ୍ଟ ଏଭରେଷ୍ଟ ଶିଖରରେ ଦେଶର ପ୍ରଥମ ସିଆଇଏସଏଫ ମହିଳା ଅଧିକାରୀ

ସିଆଇଏସ୍‌ଏଫ୍‌ ର ମହିଳା ସବ୍‌-ଇନ୍‌ସପେକ୍ଟର ଗୀତା ସମୋତା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଭରେଷ୍ଟ ଆରୋହଣ କରି ସୃଷ୍ଟି କରିଛନ୍ତି ଇତିହାସ । ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ସିଆଇଏସ୍‌ଏଫ୍‌ର ପ୍ରଥମ ମହିଳା ଅଧିକାରୀ । ଗୀତା ଗତ ମେ ୧୯ ୨୦୨୫ରେ ଏଭରେଷ୍ଟ ଶିଖରରେ ପହଂଚି ତ୍ରିରଙ୍ଗା ଉଡ଼ାଇଥିଲେ । ନିଜ

ଉଦ୍ଧାର କରିଛନ୍ତି ୬୦୦୦ ଦାଦନ ଶ୍ରମିକ

ମାନସୀ ବାରିହା, ବଲାଙ୍ଗୀର, ଓଡ଼ିଶାର ଜଣେ ୨୨ ବର୍ଷୀୟ ଆଦିବାସୀ ମହିଳା, 2020 କୋଭିଡ-19 ଲକଡାଉନ ସମୟରେ ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପୂର୍ବ ରିପୋର୍ଟରେ ପ୍ରକାଶ ପାଇଥିଲେ। ସେ ତାମିଲନାଡୁର ଇଟାଖଣ୍ଡିରେ ବନ୍ଧା ଶ୍ରମରେ ଫସିଥିବା 6,000 ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମାନସୀ ତାଙ୍କ ବ

ସିନ୍ଦୁରର ଶକ୍ତି ବଖାଣିଲେ ଦୁଇ ମହିଳା ସେନା ଅଧିକାରୀ

ମଙ୍ଗଳବାର ମଧ୍ୟ ରାତ୍ରରେ ପାକ ଉପରେ ଆକ୍ରମଣ କରି ଭାରତ ନେଇଛି ପ୍ରତିଶୋଧ । ପହଲଗାମ ଆକ୍ରମଣର ଦେଇଛି ଜବାବ । ବୁଧବାର ସକାଳୁ ଭାରତୀୟ ସେନାର ଦୁଇ ମହିଳା ଅଧିକାରୀ ଗଣମାଧ୍ୟମକୁ ସମ୍ବୋଧିତ କରି ସିନ୍ଦୁରର ଶକ୍ତି ବାବଦରେ ଶତ୍ରୁ ରାଷ୍ଟ୍ରକୁ ସୂଚାଇ ଦେଇଛନ୍ତି । ପହଲଗାମ ପର୍ଯ୍ୟଟନସ୍ଥଳରେ ଧର୍ମ ପଚାରି ୨୬ ଜଣଙ୍କୁ ନିର୍ମମ ହତ୍ୟା ପରେ ଗୋଟିଏ ଫଟୋ ଭାଇରାଲ ହୋଇଥିଲ

ଯାହାଙ୍କ ନାଁ ଶୁଣିଲେ ଭୟଭୀତ ବାଲି ମାଫିଆ

୨୦୧୭ ମସିହାର କଥା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ ଜଣେ ମହିଳା ଯୁବ ଆଇଏଏସ ସୋନିଆ ମୀନା କ୍ଷେତ୍ର ପରିଦର୍ଶନ କରୁଥିବା ବେଳେ ଏକ ବାଲି ବୋଝେଇ ଗାଡି ଦେଖି ଅଟକାଇଥିଲେ । ଏହା ଥିଲା କୁଖ୍ୟାତ ଅପରାଧୀ ତଥା ବାଲି ମାଫିଆ ଅର୍ଜୁନ ସିଂହଙ୍କ ଗାଡି । ଖବର ପାଇ ପାଖରେ ଥିବା ଅର୍ଜୁନ ସିଂ ଗାଡି ନିକଟକୁ ଆସିଲା । ଅର୍ଜୁନ ସିଂ ବୋଲି ପରିଚୟ ଦେଇ ଗାଡି ଛାଡି ଦେବାକୁ ନା

ମହିଳା ହଟାଇଲେ ପ୍ରତିବନ୍ଧକ

ଭାରତ ମିଆଁମାର ସୀମା ମିଜୋରାମର ଜଣେ ଝିଅ ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ପ୍ରବେଶ କରି ସଫଳ ହୋଇଛନ୍ତି । ଏହି ଝିଅ ଜଣଙ୍କ ହେଉଛନ୍ତି ଖ୍ରୀଷ୍ଟିନା ରିଣ୍ଡିକି । ପିଲାଟି ଦିନରୁ ନିଜର ଏକ ଲଜିଷ୍ଟିକ୍‌ ବ୍ୟବସାୟ ଆରମ୍ଭ ପାଇଁ ସ୍ବପ୍ନ ଦେଖୁଥିବା ଖ୍ରୀଷ୍ଟିନା ଏବେ ଆମାଜନ୍‌ର ମହିଳା ବିତରକ ଭାବେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିପାରିବାରେ ସକ୍ଷମ ହୋଇଛନ

ଯୁଦ୍ଧରେ ଶହୀଦ ପିତାଙ୍କ ଦୁଇ ଲଢୁଆ ଝିଅ

ଯୁଦ୍ଧ ଭୁଇଁରେ ସେମାନଙ୍କ ପିତା ଦୁନିଆକୁ କହିଛନ୍ତି ଅଲବିଦା । ପ୍ରତିବର୍ଷ ପରି ସେ ବର୍ଷ ଘରକୁ ଫେରି ଦୁଇ ଝିଅଙ୍କୁ ପଢାଇପାରି ନାହାନ୍ତି ଗଣିତ । ଡିସେମ୍ବର ଆସିଲେ ଏବେ ବି ବାପାଙ୍କୁ ଝୁରନ୍ତି କାର୍ଗିଲ ସହିଦ ମେଜର ସି ବି ଦୀକ୍ଷିତଙ୍କ ଦୁଇ ଝିଅ ନେହା ଓ ଦୀକ୍ଷା । ସେମାନଙ୍କ ପିତା ଯୁଦ୍ଧ ଭୁଇଁରେ ଯେଭଳି ଅଦମ୍ୟ ସାହସ ଦେଖାଇଥିଲେ ଜୀବନ ଯୁଦ୍ଧରେ ସେଭଳି ଯୋଦ୍ଧ

ଅନ୍ୟ ଜଣେ ଶକ୍ତିମୟୀ ,ପିଲାଙ୍କ ମୁହଁରେ ଆହାର ପାଇଁ ସାଜିଛନ୍ତି କୁଲି

ମଧ୍ୟପ୍ରଦେଶର ଜଣେ ମହିଳାଙ୍କ କାହାଣୀ ସୋସିଆଲ ମିଡିଆରେ ଲକ୍ଷାଧିକ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ମହିଳାଙ୍କ ନାଁ ହେଉଛି ସନ୍ଧ୍ୟା ମାରବି । ଦିନେ ତାଙ୍କର ସଂସାର ଖୁସିରେ ଉଛୁଲୁଥିଲା । ଅଭାବ ସତ୍ୱେ ପରିବାରରେ ଥିଲା ଶାନ୍ତି । ସ୍ୱାମୀ ଓ ତିନି ସନ୍ତାନଙ୍କୁ ନେଇ ଗରିବ ଘରର ତେଲ ଲୁଣ ସଂସାର ଆଗକୁ ବଢୁଥିବା ୨୦୧୬ରେ ଅପ୍ରତ୍ୟାଶିତ ଭାବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ

ବାଘ ମୁହଁରୁ ବାନ୍ଧବୀକୁ ଉଦ୍ଧାର କଲେ ଦୁଇ ମହିଳା

ଉତ୍ତରାଖଣ୍ଡ ଚମ୍ପାୱତ୍‌ ଜିଲ୍ଲା ଅନ୍ତର୍ଗତ ବୁନ୍‌ ବନଖଣ୍ଡରେ ଦୁଇଜଣ ମହିଳା ଗୋଟାଏ ବାଘ ସହିତ ଲଢ଼େଇ କରି ତାରି ଆଁ ଭିତରୁ ସେମାନଙ୍କ ବାନ୍ଧବୀକୁ ରକ୍ଷା କରିଛନ୍ତି । ଦୁଇ ମହିଳାଙ୍କ ସାହସ ଆଗରେ ହାର ମାନିଛି ଜଙ୍ଗଲର ରାଜା । ଗତ ଶନିବାର ଅର୍ଥାତ ୨୩ ଡିସେମ୍ବର ସକାଳେ ୩୬ ବର୍ଷୀୟ ଜାନକୀ ଦେବୀ ୩୭ ବର୍ଷୀୟ ପାର୍ବତୀ ଦେବୀ ଓ ୩୬ ବର୍ଷୀୟ ଗୀତା ଦେବୀ

ସାହସର ପ୍ରତୀକ କ୍ୟାପଟେନ ସୁସ୍ମିତା ପାଣ୍ଡେ

ବିବାହର ୬ ବର୍ଷ ପରେ ସେନା ଅଧିକାରୀ ଥିବା ସ୍ୱାମୀ ଶହୀଦ ହେବା ପରେ ନିଜ ଛାତିକୁ ପଥର କରି ସ୍ୱାମୀଙ୍କ ପଦାଙ୍କ ଅନୁସରଣ ପାଇଁ ଦିନରାତି ଏକା କରିଦେଇଥିଲେ ଉତ୍ତରପ୍ରଦେଶର ବାସିନ୍ଦା ସୁସ୍ମିତା ପାଣ୍ଡେ । ସ୍ୱାମୀଙ୍କ ମୃତ୍ୟୁର ମାତ୍ର ୬ ମାସ ଭିତରେ ସେ ସେନା ଭର୍ତ୍ତି ପାଇଁ ଆୟୋଜିତ ଏସ ଏସ ସି ପରୀକ୍ଷାରେ ସଫଳତା ହାସଲ କଲେ ଓ ପ୍ରଶିକ୍ଷଣ ପରେ ସ୍ୱାମୀଙ୍କ ରେଜିମେଣ

1 /5

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.