- Subhadra
- 2/13/2024 2:40:48 AM
ନୟାଗଡ ଜିଲ୍ଲାର ମଣିନାଗ ପାହାଡ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ପ୍ରିୟ ସ୍ଥାନ । ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ମଣିନାଗ ପାହାଡ଼ । ଏଠାକାର ସୁଉଚ୍ଚ ପର୍ଵତରୁ ସୁନ୍ଦର ଐତିହାସିକ ସହର ରଣପୁରଗଡ଼ର ଶୋଭା ଦେଖିବାକୁ ମିଳିଥାଏ । ଚାରିଆଡେ ଗଛ ବୋଝେଇ ସୁଉଚ୍ଚ ପର୍ବତମାଳା । ନୟାଗଡ଼ ସହର ଠାରୁ ୨୮ କିଲୋମିଟର ଦୂରରେ ରଣପୁର ଗଡ ଅବସ୍ଥିତ । ଗଡ଼ର ଅନତି ଦୂର