• Friday, April 17, 2026

ପ୍ରେରଣା

Empowered by Subhadra Yojana, Mamata Nanda turns determination into dignity

Subhadra Yojana has transformed a house help into an entrepreneur. Mamata Nanda, who earned her living as a house help in Rugudipada, Balangir is now a proud businesswoman, thanks to Odisha government’s women-centric welfare scheme, Subhadra. She now has her own snack shop near Biju Patnaik C

Making a Mark on the World Stage

When Payal Nag lost all her 4 limbs at the tender age of 5, little did she imagine that one day she would grow up to place India on the global map in Archery. Payal Nag and Sheetal Devi have clinched the gold medal for India in the women’s compound team final in the World Archery Para Serie

From Homemaker to ‘Fish Queen’

A chance visit to Hirakud Dam reservoir paved the way for 35-year-old Sujata Bhuyan to change her life’s trajectory completely. Hailing from Modipara area in Sambalpur, Sujata was a homemaker till she noticed the cage fishing activities at the dam. She learnt that it would be possible to se

From Village Roots to Global Heights: Darshana Joshi Empowering India’s Future Women in STEM

When Darshana Joshi, a farmer’s daughter from a village in Uttarakhand, was mentored to earn her PhD in Physics from Cambridge University, she vowed to do the same for other promising but economically backward girls across India. Darshana Joshi loved science, but her academic interests were

By morning, she cleans the city. By afternoon, she feeds its soul

A kind heart is all you need to help and support the financially deprived and economically downtrodden section of society. And this has been amply demonstrated by Rinku Patra, a simple and compassionate soul, residing in Lakpada, in Paradip town of Jagatsinghpur district in Odisha. A sanitation w

ଅଦରକାରୀ ଫୁଲରୁ ସୁଗନ୍ଧିତ ଧୂପକାଠି

ମନ୍ଦିରର ବାସି ମଉଳା ଫୁଲକୁ ବ୍ୟବହାର କରି ମଙ୍ଗଳମ ଧୂପବତୀ ମିଶନ ଶକ୍ତି ଗ୍ରୁପର ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଯେଉଁ ଫୁଲ ପୂଜା ପରେ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଉଥିଲା, ଆଜି ସେହି ଅଦରକାରୀ ଫୁଲ ହଜାର ହଜାର ଟଙ୍କାର ସୁଗନ୍ଧିତ ଧୂପକାଠି ହୋଇ ବଜାରକୁ ଯାଉଛି । ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ

୧୪ ବର୍ଷର ବାଳିକା ;ପାଲଟିଯାଇଛନ୍ତି ଜଙ୍ଗଲ ବିଶେଷଜ୍ଞ

କେରଳ ପାଲକଡ଼ ବାସିନ୍ଦା ଅନନ୍ୟା ବିଶ୍ଵେଶ୍ଵ ୧୪ ବର୍ଷ ବୟସରୁ ଜଙ୍ଗଲ ବିଶାରଦ ପାଲଟିଛନ୍ତି । ୬ ବର୍ଷ ବୟସରୁ ସେ ଜଙ୍ଗଲ ଓ ଜୀବଜନ୍ତୁଙ୍କ ପ୍ରତି ରଖି ଆସିଛନ୍ତି ରୁଚି । ପିଲାବେଳେ ସେ ନିଜ ପିତାମାତାଙ୍କ ସହିତ ତାମିଲନାଡୁର ଊଟି ବୁଲିବାକୁ ଆସିଥିବା ବେଳେ ପଡ଼ିଥିଲେ ପୂର୍ବଘାଟ ପର୍ବତମାଳାର ପ୍ରେମରେ । ମେଘକୁ ସ୍ପର୍ଶ କରୁଥିବା ପାହାଡ଼ ,ସବୁଜ ଜଙ୍ଗଲ ଓ ମଝିରେ ମଝି

ଜଳବାୟୁ ଚମ୍ପିୟାନ ଦେବଯାନୀ

ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ହ୍ରାସ ପାଇଁ ଅଂଟା ଭିଡିଛନ୍ତି କେନ୍ଦ୍ରାପଡ଼ାର ୩୪ ବର୍ଷ ବୟସ୍କା ଦେବଯାନୀ ମଣ୍ଡଳ । ଦେବଯାନୀ ଆଖପାଖର ୩୦୦ ରୁ ଅଧିକ ଚାଷୀଙ୍କୁ ଜଳବାୟୁର ଜ୍ବାଳାରେ ଚାଷର କ୍ଷତି ଓ ଏହାର ମୁକାବିଲା ଦିଗରେ ପରାମର୍ଶ ଦେଇ ବିକଳ୍ପ କୃଷିର ବ୍ୟବସ୍ଥା କରି ପ୍ରସଂଶିତ ହୋଇଛନ୍ତି । ଉପକୂଳ ଓଡିଶା ବିଶେଷ କରି କେନ୍ଦ୍ରାପଡା ଜିଲ୍ଲାରେ ସାମୁଦ୍ରିକ ଝ

ନବରଙ୍ଗପୁରର କୁନି ବୈଜ୍ଞାନିକ ତୁଳସୀ

ଜାତୀୟ ସ୍ତରର ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ ନବରଙ୍ଗପୁର ସ୍କୁଲ ଛାତ୍ରୀ ତୁଳସୀ ହରିଜନଙ୍କ ନୂଆ ଉଦ୍ଭାବନ । ଦୁର୍ଗମ ଗାଁର ଛୋଟ ଏକ ଘରୁ ସେ ଦେଖୁଛନ୍ତି ବିକାଶର ସ୍ବପ୍ନ । ପାଠରେ ଅଗ୍ରଣୀ ହେବା ସହିତ ଲଙ୍ଗ ହାଇଟ ମେଜରମେଣ୍ଟ ଡିଭାଇସ ତିଆରି କରି ସେ ଦୂର ଉଚ୍ଚତାର କରିପାରୁଛନ୍ତି ମାପ । ତାଙ୍କର ଏହି ପ୍ରକଳ୍ପ ସ୍କୁଲ ସ୍ତରରେ ଚୟନ ହେବା

କ୍ଷୁଦ୍ର ଚାଷୀଙ୍କ ଆଶାର କିରଣ ରେଣୁକା ଦିବାନ

ପୁନେର ଜଣେ ଯୁବ ଉଦ୍ୟୋଗୀ ରେଣୁକା ଚାଷୀଙ୍କ ପାଇଁ ଆଣିଛନ୍ତି ଆସ୍ୱସ୍ଥି । ଜଳବାୟୁ ପରିବର୍ତ୍ତନ ସହିତ ସଂଘର୍ଷ କରୁଥିବା ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବାହାର କରିଛନ୍ତି ବାଟ । ଏହା କେବଳ ମହାରାଷ୍ଟ୍ର ନୁହଁ ବରଂ ଦେଶର ବିଭିନ୍ନ ଅଂଚଳର ଚାଷୀଙ୍କ ପାଇଁ ସହାୟତା କରିପାରିବ । ୨୦୧୬ ମସିହା ଥିଲା ଏଲନିନୋର ବର୍ଷ । ଏଥିରେ ସବୁଠୁ ବେଶୀ ପ୍ରଭାବିତ ହୋଇଥିଲା ଚାଷ । ଉତ୍ତ

କ୍ଲାଇମେଟ ଚମ୍ପିୟନ ଭାରତୀ

ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବରେ ବଦଳିଛି ପାଗ । ଋତୁଚକ୍ରରେ ଅସ୍ୱାଭାବିକ ପରିବର୍ତ୍ତନ ସାଙ୍ଗକୁ ଜୀବିକା ଉପରେ ପଡିଛି ପ୍ରଭାବ । ଓଡିଶା ଉପକୂଳର ମସ୍ୟଜୀବି ମାନଙ୍କ କ୍ୟାପଚର ଓ କଲଚର ଫିସେରୀଜରୁ ମିଳୁନି ଜୀବିକା । ଚିଙ୍ଗୁଡ଼ି ଚାଷ କ୍ଷତିର ସାମ୍ନା କରୁଥିବା ବେଳେ ନଦୀ ,ହ୍ରଦ ,ପୋଖରୀରେ ଆଉ ଦେଖିବାକୁ ମିଳୁନାହିଁ ମାଛଙ୍କ ବିବିଧତା । ମାଛ ସଂଖ୍ୟା କମୁଥିବା

ବସ୍ତିରୁ ଅଲମ୍ପିକର ସ୍ବପ୍ନ

ପାରାଦୀପ ଲକପଡା ବସ୍ତିର ଏକ ପଲିଥିନ ଘେରା ଭଙ୍ଗାଘରେ ରହୁଛି ଲକ୍ଷ୍ମୀ ସିଂ । ଲକ୍ଷ୍ମୀ ଜନ୍ମରୁ ମୁକ ଆଉ ବଧିର । ଏସବୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସେ ଦେଖୁଛି ଅଲମ୍ପିକ ଯିବାର ସ୍ବପ୍ନ । ରାଜ୍ୟ ଓ ଜାତୀୟ ସ୍ତରରେ ଜୁଡୋରେ ବ୍ରୋଞ୍ଜ ଓ ସ୍ବର୍ଣ୍ଣ ପଦକ ଜିତିଥିବା ଲକ୍ଷ୍ମୀ ନିଜର ଅଦମ୍ୟ ଓ ଅକୁଣ୍ଠିତ ସାହସ ସହିତ ଆଗକୁ ବଢୁଛି । ବାପାଙ୍କ ମୂଲ ମଜୁରିରେ ଚଳୁଥିବ

500 ଜୁଆଙ୍ଗ ଶିଶୁଙ୍କ ନିଆରା ଜଣେ ଗୁରୁମା

ଜମିଦାର ପରିବାରର ଝିଅ ଜଙ୍ଗଲରେ ଖୋଲିଛନ୍ତି ଏକ ଅନନ୍ୟ ବିଦ୍ୟାଳୟ । ପେସାଗତ ଜୀବନର ଆକର୍ଷଣକୁ ପ୍ରତ୍ୟାଖ୍ୟାନ କରି ସେ 35 ବର୍ଷ ଧରି ନିଷ୍ଠାପର ସାମାଜିକ ସେବାରେ ନିୟୋଜିତ ଅଛନ୍ତି। ତୁଳସୀ ଚାଷ, ଗୋପାଳନ ଓ ମହୁ ଉତ୍ପାଦନ ମାଧ୍ୟମରେ ଅର୍ଥ ସଂଗ୍ରହ ସହିତ ସେହି ଅର୍ଥକୁ ଆଦିବାସୀ ଶିଶୁମାନଙ୍କର ଉଚ୍ଚଶିକ୍ଷାରେ ବିନିଯୋଗ କରିଛନ୍ତି । ଜମିଦାର ପରିବାରରେ ଜନ୍ମଗ୍ରହ

ଅଟୋ ଚଳାଇ ଝିଅକୁ ଡାକ୍ତର କଲା ମା

ମା ହେଉଛି ନିଜ ସନ୍ତାନଙ୍କ ପାଇଁ ଅଭୟ ଆଶ୍ରୟ। ମାର ପଣତକାନି ପିଲାଙ୍କ ପାଇଁ କପଡ଼ା ଖଣ୍ଡ ଟିଏ ନୁହଁ, ଏହା ସ୍ନେହ ଶ୍ରଦ୍ଧା ଆଦର ଯତ୍ନ ଓ ଆବେଗର ଏକ କୁହୁକ ସ୍ପର୍ଶ। କୁହାଯାଏ ମାଆ ନାହଁ ଯାହାର ସାହା ନାହଁ ତାହାର। ମା ଅଛି ତ ସବୁ ଅଛି। ପିଲାଙ୍କ ପାଇଁ ସବୁ ଦୁଃଖକୁ ପଛ କରିଦେଇଥିବା ଏମିତି ଜଣେ ମହିଳା ହେଉଛନ୍ତି ରାଜସ୍ଥାନ କୋଚିଂ ଟାଉନ କୋଟାର ସ୍ଵପ୍ନା ସିଂ। ନି

ସାଇକେଲ ଦେଲା ମିନତୀଙ୍କୁ ସମ୍ମାନ ଓ ସ୍ୱୀକୃତି

ଝିଅ ମାନଙ୍କୁ ସାଇକେଲିଂରେ ଆଗକୁ ନେବା ପାଇଁ ଉତ୍ସାହିତ କରୁଛନ୍ତି ରାଜ୍ୟର ପ୍ରଥମ ମହିଳା ଅର୍ଜୁନ ଆୱାର୍ଡ ଅଧିକାରିଣୀ ମିନତି ମହାପାତ୍ର । ଯେତେବେଳେ ଝିଅଟିଏ ପରିବାରର ଚଉହଦି ବାହାରକୁ ଆସି କିଛି କରିବା କଷ୍ଟ ଥିଲା ସେତେବେଳେ ମିନତି ଟ୍ରାକରେ ସାଇକେଲ ଚଳାଇ ତତ୍କାଳୀନ ରାଷ୍ଟ୍ରପତି ନିଲମ ସଂଜୀବ ରେଡ୍ଡୀଙ୍କ ଠାରୁ ପାଇଛନ୍ତି ଅର୍ଜୁନ ପୁରସ୍କାର । ଯେଉଁ ସମୟରେ ର

1 /75

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.