• Friday, April 17, 2026

ମନୋରଞ୍ଜନ

Mamata Tandi is redefining agriculture with passion, innovation, and determination

Now strawberry is no longer a traveler from foreign lands. From the cool climes of Australia and France, it made its journey to Maharashtra in India during the British period. And now the red fruit has arrived in Odisha. Thanks to Odisha Government’s Mukhyamantri Krushi Udyog Yojana (MKUY), f

ପ୍ରତିକୂଳ ପରିବେଶରେ ସଫଳ ହୋଇଛି ଷ୍ଟ୍ରବେରି ଚାଷ

ପାରମ୍ପରିକ ଫସଲରୁ ମୁହଁ ଫେରାଇ ଲାଭଦାୟକ ଫସଲ କରୁଛନ୍ତି ମହିଳା ଚାଷୀ । ସରକାରୀ ସହାୟତା ମିଳୁଥିବାରୁ ଚାଷୀଙ୍କ ମନରେ ବଢିଛି ଉତ୍ସାହ । ରାଜ୍ୟର ମହିଳାଚାଷୀ ଧାନ ,ମାଣ୍ଡିଆ ମୁଗ ବିରି ଭଳି ପାରମ୍ପରିକ ଚାଷ ବଦଳରେ ଉଦ୍ୟାନକୃଷିରେ ଦେଉଛନ୍ତି ଯୋଗଦାନ । ଏ କ୍ରମରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ସୁମତି ରାଉଳ ଷ୍ଟ୍ରବେରି ଚାଷକୁ ଜୀବିକା କରି ସଫଳ ହୋଇଛନ୍ତି ।

ଆନ୍ତର୍ଜାତୀୟ ଯୁବ ସମ୍ମିଳନୀ ପାଇଁ ଦୁବାଇ ଗଲେ ଓଡିଆ ଝିଅ ପଦ୍ମାଳୟା ନନ୍ଦ

ଦୁବାଇଠାରେ ଅନୁଷ୍ଠିତ ୧୯ ତମ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ‘ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ୍’ ପଦ୍ମାଳୟା ନନ୍ଦ । ନଭେମ୍ବର ୪ ତାରିଖ ଅପରାହ୍ନରେ ପଦ୍ମାଳୟା ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି । ନଭେମ୍ବର ୫ରୁ ୧୦ ପର୍ଯ୍ୟନ୍ତ ଦୁ

ପେଟେଣ୍ଟ ମେଡ଼ିସିନ ରିଟର୍ଣ୍ଣ

ମଦ୍ୟପ ସ୍ୱାମୀଙ୍କୁ ପାନେ ଦେବା ପାଇଁ ପତ୍ନୀ କିଭଳି ଝାଡୁ ପାହାରର ଉପଯୋଗ କରି ତାଙ୍କୁ ବାଟକୁ ଆଣିଛନ୍ତି ସେ ଆଧାରରେ ଆମ ରାଜ୍ୟରେ ସୁନ୍ଦର ଏକ ଗୀତିନାଟ୍ୟ ରହିଛି । କିନ୍ତୁ ବାସ୍ତବ ଜୀବନରେ ମଦ୍ୟପଙ୍କୁ ବାଟକୁ ଆଣିବା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅଭ୍ୟାସ ଦେଖିବାକୁ ମିଳୁଥିବା ବେଳେ ମୁମ୍ବାଇର ଏକ ମହିଳା ଗୋଷ୍ଠୀ ଝାଡୁ ପାହାର ବ୍ୟବହାର କରି ଏବେ ଚର

ଭାଇ ଭଉଣୀ ସଂପର୍କର ପର୍ବ : ରକ୍ଷା ବନ୍ଧନ

ରାକ୍ଷୀ ପୂର୍ଣ୍ଣିମା ରକ୍ଷାବନ୍ଧନ ନାଁରେ ପରିଚିତ। ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଉଥିବା ଭାଇ ହାତରେ ଭଉଣୀ ସେଦିନ ବାନ୍ଧି ଥାଏ ରାକ୍ଷୀ। ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ସାକ୍ଷୀ ହୋଇ ରୁହେ ଶ୍ରାବଣ ପୂର୍ଣ୍ଣମୀ। ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପଡ଼ୁଥିବା ରକ୍ଷା ବନ୍ଧନ ପର୍ବକୁ ଅପେକ୍ଷା କରିଥାଆନ୍ତି ପ୍ରତ୍ୟେକ ଭଉଣୀ। ଭାଈ ହାତରେ ରାକ୍ଷୀ ବାନ୍ଧି

ମହିଳାଙ୍କ ବ୍ୟବସାୟକୁ ଶକ୍ତି ଦେଇଛି ସୋଲାର ପାୱାର

ଦିନେ ଖୋଲା ଆକାଶ ତଳେ ପ୍ରସ୍ତୁତ ହେଉଥିବା ଶୁଖୁଆ ଏବେ ତିଆରି ହେଉଛି ଘରେ । ଉପଯୁକ୍ତ ଉତ୍ତାପ ପାଇବାରୁ ବେଶ ଭଲ ଭାବେ ହୋଇପାରୁଛି ଏହାର ପ୍ରସ୍ତୁତି । ବାହାର ଧୂଳି ଓ କାଉ ଭଳି ପକ୍ଷୀ ମାନଙ୍କ ଠାରୁ ମୁକ୍ତ ରଖି ସୁ ଅଭ୍ୟାସ ଜରିଆରେ ପ୍ରସ୍ତୁତ ହେଉଥିବାରୁ ରହିଛି ଏହାର ଚାହିଦା । ଏଭଳି ପଦ୍ଧତିରେ ଶୁଖୁଆ ପ୍ରସ୍ତୁତି ଓ ବ୍ୟବସାୟ ପାଇଁ ଅଂଟା ଭିଡିଛନ୍ତି ଭଦ୍ରକ ଜି

ହଲିଉଡ ଚଳଚ୍ଚିତ୍ରରେ ଗଞ୍ଜାମର ଝିଅ ସିଲଭିଆ

ହଲିଉଡ ଚଳଚ୍ଚିତ୍ରରେ ଓଡ଼ିଆ ଝିଅଙ୍କ କମାଲ ଦେଖିବାକୁ ମିଳିଛି । ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରିଥିବା ଏକ ହଲିଉଡ ଚଳଚ୍ଚିତ୍ରର ସେଟ ଡିଜାଇନ କରି ଝିଅ ଜଣକ ରାତାରାତି ହଲିଉଡରେ ଚହଳ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହର କରଣ ସାହିର ବାସିନ୍ଦା ପ୍ରଫେସର ଅଜିତ ମହାପାତ୍ରଙ୍କ ଜ୍ୟେଷ୍ଠା କନ୍ୟା ସିଲଭିଆ ମହାପାତ୍ର । ଗତ ବର

ଦ କେରଳ ଷ୍ଟୋରି ପଛରେ ଗ୍ଲୋବାଲ ଏଜେଣ୍ଡା କି ?

ସିନେମା ସମାଜର ଆଇନା । ଏକଥାକୁ ହଜାରେ ଜାଗାରେ ହଜାରେ ଥର କୁହାଯାଇଛି । କିନ୍ତୁ ସିନେମାଟିଏ ହଲକୁ ଆସିଲେ ଏହାକୁ ନେଇ ଆରମ୍ଭ ହୋଇଯାଏ ପକ୍ଷଭୂକ୍ତତା ଓ ରାଜନୀତି । କାହାଣୀର ପଛରେ ଥିବା ଅନ୍ତଃସ୍ୱରକୁ ନେଇ ଆରମ୍ଭ ହୋଇଯାଏ କାଦୁଅ ବୋଳାବୋଳି । ଠିକ ଯେମିତି ଦେଖିବାକୁ ମିଳିଛି ସଦ୍ୟ ମୁକ୍ତିଲାଭ କରିଥିବା ସୁଦୀପ୍ତ ସେନ ନିର୍ଦେଶିତ ଦ କେରଳ ଷ୍ଟୋରିକୁ ନେଇ । ଉତ୍

ମାଲକାନଗିରିରେ ହେବ ସାଉଥ ଫିଲ୍ମ ପୁଷ୍ପା ୨ର ସୁଟିଂ

ପ୍ରାକୃତିକ ଶୋଭା ସୁଷମାର ଗନ୍ତାଘର ଅବିଭକ୍ତ କୋରାପୁଟ ଉପରେ ଦକ୍ଷିଣୀ ସିନେ ପ୍ରଯୋଜକଙ୍କ ପଡିଛି ଆଖି । ପୂର୍ବରୁ କୋରାପୁଟ ,ରାୟଗଡା ,ମାଲକାନଗିରି ଓ ନବରଙ୍ଗପୁରରେ ଅନେକ ଡକ୍ୟୁମେଣ୍ଟାରୀ ଓ ଚଳଚିତ୍ର ସୁଟିଂ ହୋଇଥିବା ବେଳେ ଏବେ ଆଉ ଏକ ବଡ଼ ବଜେଟର ସିନେମା ମାଲକାନଗିରି ସ୍ୱାଭିମାନ ଅଂଚଳରେ ସୁଟିଂପାଇଁ ଜିଲ୍ଲା ପ୍ରଶାସନର ଅନୁମତି ଲୋଡିଛନ୍ତି ପ୍ରଯୋଜନା ସଂସ୍ଥା ।

ବଦଳିଛି ରାଜଧାନୀବାସୀଙ୍କ ଫୁଡ଼ ପାଇଁ ମୁଡ

ଦିନେ ରାଜଧାନୀ ଭୁବନେଶ୍ୱର ର ଗଳି କନ୍ଦିରେ ଯେଉଁଠି ବରା ଘୁଘୁନି ଆଳୁଚପ ର ଦୋକାନ ଥିଲା ଏବେ ସେଠି ବିକ୍ରି ହେଉଛି ମୋମୋ । ଭୁବନେଶ୍ୱର କ୍ଳବ ପଛପଟ ଚାଳିଆ ଘରେ ଥିବା ରବି ଭାଇନା ଙ୍କ ରଡ଼ କାଠ ଚୁଲ୍ଲୀ ରେ ଫୁଟନ୍ତା ତେଲ କଡେଇ ଭିତରୁ ହାତ ପୁରେଇ ବରା ବାହାର କରି ଆଣିବା ଦୃଶ୍ୟ କୁ ଦେଖି ଗ୍ରାହକ 20 ବର୍ଷ ତଳେ ଯେଭଳି ପୁଲକିତ ହେଉଥିଲେ ଆଜି ଆଉ ତାହା ସେହି ସ୍ଥି

ଘରୁ ଆରମ୍ଭ କଲେ ବ୍ୟବସାୟ;ଜିଆଖତ ବିକ୍ରିକରି ବାର୍ଷିକ କରୁଛନ୍ତି ୪ ଲକ୍ଷ ଆୟ

ତାମିଲନାଡ଼ୁ ଅରୀୟାଲୁର ଗାଁରେ ରହନ୍ତି ଅଜାକୁ ଧୀରାନ ନାମ୍ନୀ ଜଣେ ମହିଳା । ତାଙ୍କର ପିତା ଓ ସ୍ୱାମୀ ଉଭୟେ କୃଷକ । ସେ ଯେତେବେଳେ ପିଲା ଥିଲେ ସେତେବେଳେ ନିଜ କୃଷକ ପିତାଙ୍କୁ ଚାଷରେ ଗୋବର ଖତ ପ୍ରୟୋଗ କରୁଥିବା ଦେଖିଥିଲେ । ବାହାହୋଇ ଆସିବା ପରେ ସ୍ୱାମୀ ରାସାୟନିକ ସାର ଓ ଔଷଧ ପ୍ରୟୋଗ କରୁଥିବା ଦେଖି ଜାଣିଲେ ଯେ ଫସଲ ଉତ୍ପାଦନ ପାଇଁ ଭଲ ସାର ଓ ଖତ ପ୍ରୟୋଗ ଜରୁ

ମହିଳା ଅଧିକାରୀ ସ୍ତନ୍ୟପାନ କରାଇ ବଞ୍ଚାଇଲେ ୧୪ ଦିନର ଶିଶୁର ଜୀବନ

କୋଝିକୋଡ଼ ସିଭିଲ ପୋଲିସ ଅଧିକାରୀ (ସିପିଓ) ଏମ ରମ୍ୟା ଜିଣିଛନ୍ତି ହୃଦୟ । ଭୋକରେ ଆଉଟୁ ପାଉଟୁ ହେଉଥିବା ୧୨ ଦିନର ନବଜାତ ଶିଶୁ ପୁତ୍ରକୁ ସେ ଉଦ୍ଧାର କରିବା ସହିତ ତାକୁ ସ୍ତନ୍ୟପାନ କରାଇ ସୃଷ୍ଟି କରିଛନ୍ତି ନିଆରା ଦୃଷ୍ଟାନ୍ତ । ତାଙ୍କର ଏଭଳି ଅନାବିଳ ମମତାକୁ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ପ୍ରଶଂସା କରିବା ସହିତ ତାଙ୍କ ପାଇଁ ଏକ ମାନପତ୍ର ପଠାଇଛନ୍ତି । ଗତ

ଷ୍ଟାର୍ଟଅପ ଜଗତରେ ବିସ୍ମୟ ସୃଷ୍ଟି କରିଛନ୍ତି ଶାଶୁ -ବୋହୁ ଯୋଡି

ସିନେମା ,ପୁସ୍ତକ ଓ ନାଟକରେ ଶାଶୁ ବୋହୁଙ୍କୁ ପରସ୍ପରର ଶତ୍ରୁ ଭାବେ ଅଧିକ ଚିତ୍ରଣ କରାଯାଇଥାଏ । କିନ୍ତୁ ବାସ୍ତବରେ ଅନେକ ଶାଶୁ ବୋହୁ ଅଛନ୍ତି ଯେଉଁମାନେ ମା ଓ ଝିଅ ଭଳି ଚଳିଥାନ୍ତି । ଏଭଳି ଏକ ଆଦର୍ଶ ଶାଶୁ ବୋହୁଙ୍କ ସଫଳ କାହାଣୀ ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା ଅଂଚଳରେ । ବିହାର ଦରଭଙ୍ଗା ଅଞ୍ଚଳର ରୁଚି ଝା ଓ ତାଙ୍କର ଶାଶୁ ରେଣୁକା କୁମାରୀ ଏକାଠି ଏକ ଷ

ଝିଅଙ୍କୁ କମାଣ୍ଡୋ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିଦେଲେ ଏହି ମହିଳା

ନିଜ ଝିଅମାନେ କିଭଳି ନିଜ ଗୋଡ଼ରେ ଠିଆ ହେବେ ସେନେଇ ଜଣେ ମା କରୁଥିଲେ କଠିନ ପରିଶ୍ରମ । କିନ୍ତୁ ଆଖପାଖର ଲୋକମାନେ ଏହାକୁ ଭଲ ଦୃଷ୍ଟିରେ ଦେଖିପାରୁନଥିଲେ । ଲୋକଙ୍କ ନିନ୍ଦାକୁ ଖାତିର ନକରି ମା ଜଣଙ୍କ ନିଜ ପ୍ରୟାସରେ ରହିଲେ ଅବିଚଳିତ । ଶେଷରେ ଏଭଳି ଏକ ଦିନ ଆସିଲା ଯେଉଁଠି ସଭିଏଁ କହିଲେ ମା ହେବ ତ ଏମିତି । ଆପଣମାନେ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ଦଙ୍ଗଲ ଦେଖିଥ

ଥୁଡୁକୁଡ଼ି ଲୁଣ କିଆରୀର ରାଣୀ

ତାମିଲନାଡୁର ଥୁଡୁକୁଡି ଠାରେ ରହିଛି ରାଜ୍ୟର ସବୁଠୁ ବଡ଼ ଲୁଣ କ୍ଷେତ । ଏହା ୨୫ ହଜାର ଏକର ଜମିରେ ବିସ୍ତୃତ । ଏଥିରେ ବର୍ଷରେ ୬ ମାସ ହୋଇଥାଏ ଲୁଣ ଉତ୍ପାଦନ । ବର୍ଷ ବର୍ଷ ଧରି ଆଖପାଖର ଶ୍ରମିକ ମାନେ ଏହି କ୍ଷେତରେ କଠିନ ପରିଶ୍ରମ କରି ରୋଜଗାର କରିଥାନ୍ତି ସାମାନ୍ୟ ପାରିଶ୍ରମିକ । ଏହି ଲୁଣ ଶ୍ରମିକଙ୍କ ମଧ୍ୟରେ ଏମିତି ଜଣେ ମହିଳା ଅଛନ୍ତି ଯିଏକି ବିଗତ ୫୦ ବର୍ଷ

1 /4

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.