• Sunday, September 22, 2024

ଭାରତୀୟ ଛାତ୍ରୀଙ୍କୁ ମିଳିଲା ଏଲ୍ ଜି ବି ଟି ଗବେଷଣା ପାଇଁ ବିଦେଶୀ ବୃତ୍ତି

Subhadra Live:Indian-student-wins-US-fellowship-for-LGBT-research

ଚେନ୍ନାଇର ଶକ୍ତି ନଟରାଜ କରିବେ ଏଲ ଜି ବି ଟି ସମୁଦାୟଙ୍କ ସାମାଜିକ ଅର୍ଥନୈତିକ ଜୀବନକୁ ନେଇ ଅଧ୍ୟୟନ। ଏହି ବର୍ଗର ଲୋକଙ୍କ କେଉଁ କେଉଁ କ୍ଷେତ୍ରରେ କିଭଳି ସମସ୍ୟା ରହିଛି ସେ ଉପରେ ଗବେଷଣା ପାଇଁ ଆମେରିକାର ଏକ ସଂସ୍ଥା ସାକ୍ଷୀଙ୍କୁ ଉଚ୍ଚତର ଗବେଷଣା ପାଇଁ ଯୋଗାଇ ଦେଇଛି ବୃତ୍ତି।

ଚେନ୍ନାଇର ଏକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶକ୍ତି ନଟରାଜ  ବାଇ ସେକ୍ସୁଆଲ ଓ ଟ୍ରାନ୍ସଜେଣ୍ଡର ମାନଙ୍କ ସମସ୍ୟାକୁ ନେଇ ଉଚ୍ଚତର ଗବେଷଣା ପାଇଁ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରେ ଆବେଦନ କରିଥିଲେ। ଭାରତରେ ଏହି ବର୍ଗଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ମିଳୁ ନ ଥିବା ବେକେ ସେମାନଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ସଂକଟ। ଏହା ପଛର କାରଣ ସହିତ ସେମାନଙ୍କୁ ସୁବିଧା ସୁଯୋଗ କିଭଳି ମିଳିପାରିବ ସେ ଦିଗରେ ସାକ୍ଷୀ ନିଜ ଗବେଷଣାର ନିଷ୍କର୍ଷ ରେ ଉପନୀତ ହେବେ।

ଅଧିକ ପଢନ୍ତୁ:ପୁରୁଷଙ୍କୁ ବାଟକୁ ଆଣିବା ପାଈଁ ମହିଳା ମାନେ ପାଳନ୍ତି କଠିନ ବ୍ରତ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.