ବାଘ ମୁହଁରୁ ବାନ୍ଧବୀକୁ ଉଦ୍ଧାର କଲେ ଦୁଇ ମହିଳା
Dec 28, 2023
ଉତ୍ତରାଖଣ୍ଡ ଚମ୍ପାୱତ୍ ଜିଲ୍ଲା ଅନ୍ତର୍ଗତ ବୁନ୍ ବନଖଣ୍ଡରେ ଦୁଇଜଣ ମହିଳା ଗୋଟାଏ ବାଘ ସହିତ ଲଢ଼େଇ କରି ତାରି ଆଁ ଭିତରୁ ସେମାନଙ୍କ ବାନ୍ଧବୀକୁ ରକ୍ଷା କରିଛନ୍ତି । ଦୁଇ ମହିଳାଙ୍କ ସାହସ ଆଗରେ ହାର ମାନିଛି ଜଙ୍ଗଲର ରାଜା । ଗତ ଶନିବାର ଅର୍ଥାତ ୨୩ ଡିସେମ୍ବର ସକାଳେ ୩୬ ବର୍ଷୀୟ ଜାନକୀ ଦେବୀ ୩୭ ବର୍ଷୀୟ ପାର୍ବତୀ ଦେବୀ ଓ ୩୬ ବର୍ଷୀୟ ଗୀତା ଦେବୀ