• Saturday, September 21, 2024

ପର୍ଯ୍ୟଟନ

ଏହି ଦେଶରେ ଗାଡ଼ି ଭଡ଼ା ମାଗଣା

ଗାଡି ଭଡାକୁ ନେଇ ବିଶ୍ବର ଅନେକ ଦେଶରେ ଜନ ଅସନ୍ତୋଷ ଦେଖିବାକୁ ମିଳୁଥିବା ବେଳେ ଏମିତି ଏକ ଦେଶ ରହିଛି ଯେଉଁଠି ଯାତ୍ରୀ ମାନଙ୍କୁ ବିନା ଭଡ଼ାରେ ମନ ଇଚ୍ଛା ବୁଲିବାର ସୁଯୋଗ ଦିଆଯାଇଛି । ତେବେ ଦିନେ କି ଦୁଇଦିନ ନୁହଁ କି କେବଳ ମହିଳାଙ୍କ ପାଈଁ ନୁହଁ । ଦେଶରେ ଥିବା ସବୁ ଲୋକଙ୍କ ପାଇଁ ଗାଡ଼ି ଭଡ଼ା କରାଯାଇଛି ସମ୍ପୂର୍ଣ ମାଗଣା । ବିଶ୍ବର ଏକମାତ୍ର ଦେଶ ଭାବେ ଏଭଳ

ଦେଶରେ ବଢୁଛି ଆଧ୍ୟାତ୍ମିକ ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପ୍ରିୟ ପାଲଟିଛି ପୁରୀ ,ଅଯୋଧ୍ୟା ଓ କାଶୀ । ମାନସିକ ଶାନ୍ତି ପାଇଁ ମନ୍ଦିର ଭ୍ରମଣ ପାଲଟିଛି ବହୁ ଲୋକଙ୍କ ପସନ୍ଦ । ଭାରତର ମନ୍ଦିର ଗୁଡିକରେ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢିଛି । ସୋସିଆଲ ମିଡ଼ିଆର ବ୍ୟାପକ ବ୍ୟବହାର ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି କାରଣରୁ ଭାରତରେ ବଢିଛି ଆଧ୍ୟାତ୍ମିକ ପର୍ଯ୍ୟଟନ । ପୁରୀ ରଥଯାତ୍ରାରେ ବିଶ୍ୱ ଦେଖିଛି ବଡ଼

ଗ୍ରୀଷ୍ମର ଶ୍ରେଷ୍ଠ ଗନ୍ତବ୍ୟ ଭିମତାଲ

ଉତ୍ତରାଖଣ୍ଡ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଭୀମତାଲ ଅନନ୍ୟ । ସାରା ଦେଶ ଯେତେବେଳେ ପ୍ରଚଣ୍ଡ ଗରମରେ ସନ୍ତୁଳି ହେଉଥାଏ ସେତେବେଳେ ଭୀମତାଲ ହ୍ରଦରୁ ବରଫର ଧୂଁଆ ଦେଖିବାକୁ ମିଳେ । ଗୋଟିଏ ପଟେ ସବୁଜିମାମୟ ପାହାଡ଼ ଆଉ ଗୋଟେ ପଟେ ଘଂଚ ବନାନୀ । ମଝିରେ ନୀଲାଭ ପ୍ରାକୃତିକ ହ୍ରଦ । ସହର ଠାରୁ ଦୂର ଶାନ୍ତ ଶୀତଳ ପରିବେଶ ନିଦାଘର କ୍ଲାନ୍ତିକୁ ଦୂର କରିଥାଏ ।

ବୁଲି ଆସନ୍ତୁ ମଣିନାଗ

ନୟାଗଡ ଜିଲ୍ଲାର ମଣିନାଗ ପାହାଡ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ପ୍ରିୟ ସ୍ଥାନ । ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ମଣିନାଗ ପାହାଡ଼ । ଏଠାକାର ସୁଉଚ୍ଚ ପର୍ଵତରୁ ସୁନ୍ଦର ଐତିହାସିକ ସହର ରଣପୁରଗଡ଼ର ଶୋଭା ଦେଖିବାକୁ ମିଳିଥାଏ । ଚାରିଆଡେ ଗଛ ବୋଝେଇ ସୁଉଚ୍ଚ ପର୍ବତମାଳା । ନୟାଗଡ଼ ସହର ଠାରୁ ୨୮ କିଲୋମିଟର ଦୂରରେ ରଣପୁର ଗଡ ଅବସ୍ଥିତ । ଗଡ଼ର ଅନତି ଦୂର

ପର୍ଯ୍ୟଟକଙ୍କ ଲକ୍ଷ୍ୟରେ ଲାକ୍ଷାଦ୍ଵୀପ

ପର୍ଯ୍ୟଟନ ପାଇଁ ଲାକ୍ଷାଦ୍ଵୀପ ରହିଛି ଅନ୍ୟତମ ଗନ୍ତବ୍ୟ ସ୍ଥାନ । ଫେବୃଆରୀ ଠାରୁ ମାର୍ଚ୍ଚ ଯାଏଁ ଦୈନିକ ଶତାଧିକ ପର୍ଯ୍ୟଟକ କୋଚି ଠାରୁ ଜଳ ପଥରେ ଲାକ୍ଷାଦ୍ଵୀପ ଯାଇଥାନ୍ତି । ସମୁଦ୍ର କୋରାଲରୁ ଉତ୍ପତ୍ତି ଲାକ୍ଷାଦ୍ଵୀପ ଏକ ସମ୍ବେଦନଶୀଲ ଅଂଚଳ ହୋଇଥିଲେ ହେଁ ଭରପୁର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ପର୍ଯ୍ୟଟକଙ୍କ ପ୍ରିୟ ସ୍ଥାନ ପାଲଟିଛି । କେରଳର କୋଚିରୁ ଲାକ୍ଷ

ଅନନ୍ୟ ପର୍ଯ୍ୟଟନସ୍ଥଳ : ଗଜପତିର ଗଣ୍ଡାହାତୀ ଜଳପ୍ରପାତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଜପତିର ଗଣ୍ଡାହାତୀ ଜଳପ୍ରପାତ । ଏହା ରହିଛି ଓଡ଼ିଶାର ଗଜପତି ଜିଲ୍ଲାରେ । ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଗଜପତିର ରହିଛି ସ୍ୱତନ୍ତ୍ର ପରିଚିତି । ଯେଉଁଠି ରହିଛି ସୁନ୍ଦର ସବୁଜିମାଭରା ପାହାଡ଼ ,ଜଳପ୍ରପାତ ଓ ଆଦିମ ଜନଜାତିଙ୍କ ବସତି ସାଙ୍ଗକୁ ତିବ୍ଦତୀୟ ଜନବସତି । ଏଠାରେ ପ୍ରକୃତି ଅଜାଡି ଦେଇଛି ତାର ସବୁ ସୁନ୍ଦରତା । ଏହି ଜିଲ୍ଲ

କୋରାପୁଟରେ ରୋମାଞ୍ଚକର ଯାତ୍ରାର ମଜା ନେବେ ପର୍ଯ୍ୟଟକ

କୋରାପୁଟ ପାଇଁ ରହିଛି ପ୍ରକୃତିର ଅନବଦ୍ୟ ଅବଦାନ । ଏହାର ପାହାଡ଼ ,ଝରଣା ,ଜଳଭଣ୍ଡାର ଓ ଆଦିବାସୀ ଜନଜୀବନ ବର୍ଷ ପରେ ବର୍ଷ ଧରି ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣ । ଏବେ ଏଥିରେ ଯୋଡି ହେବାକୁ ଯାଉଛି ନୂଆ ଏକ ଅଧ୍ୟାୟ । କୋରାପୁଟରେ ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ସୁଡ଼ଙ୍ଗ ରାଜପଥ ଆଗନ୍ତୁକ ମାନଙ୍କ ପାଇଁ ଆଣିଦେବ ରୋମାଞ୍ଚକର ଅନୁଭବ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ

ଗୁଦଗୁଦା :ଯେଉଁଠି ପ୍ରକୃତି ଗଦେଇ ଦେଇଛି ସବୁ ସୁଷମା

କୁଚିଣ୍ଡା ଠାରୁ ୩୨ କିମି ଦୂରରେ ରହିଛି ଗୁଦଗୁଦା ଜଳ ପ୍ରପାତ । ଚାରିପଟେ ସବୁଜ ବନାନୀ ଓ ଆକାଶକୁ ମୁଣ୍ଡ ଟେକିଥିବା ମାଳମାଳ ପାହାଡ଼ ଭିତରୁ ବାହାରିଥିବା ଜଙ୍ଗଲୀ ଝରଣା ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ପ୍ରମୁଖ ଆକର୍ଷଣ । ରାଜ୍ୟରେ ବଣଭୋଜି ଋତୁ ଆରମ୍ଭ ହୋଇଥିବା ବେଳେ ଏଠାକୁ ଛୁଟିଛି ଆଗନ୍ତୁକଙ୍କ ସୁଅ । କୁଚିଣ୍ଡା ଉପଖଣ୍ଡର ଖଜୁରିଆ ସଂରକ୍ଷିତ ଜଙ୍ଗଲ । ଏଠାରେ

ଏକଦା ଥିଲା ବିଳାସୀ ମୋଗଲଙ୍କ ଆଡ୍ଡା ;ଏବେ ପାଲଟିଛି ଦିବା ରାତ୍ର ପୋଷାକ ବଜାର

ଆଗ୍ରାର ମିନା ବଜାର ହେଉଛି ଏମିତି ଏକ ବଜାର ଯାହା ଏକଦା ମୋଗଲ ଶାସକ ମାନଙ୍କ ବିଳାସର ସ୍ଥାନ ଥିଲା । ମୋଗଲ ସାମ୍ରାଜ୍ୟ ସହିତ ଜଡିତ ବ୍ୟକ୍ତି ଓ ରାଜକୀୟ ପରିବାରର ଲୋକେ ଏଠାରେ ବାଣିଜ୍ୟର ପସରା ମେଲାଉଥିଲେ । ରାଜପୁତ ରାଣୀ ଏବଂ ବଡ଼ ବଡ଼ ହସ୍ତୀ ମାନେ ଏହି ବଜାରରୁ ସେମାନଙ୍କ ପସନ୍ଦର ସାମଗ୍ରୀ କିଣିନେଉଥିଲେ । ସାଧାରଣ ବଜାରରେ ମିଳୁଥିବା ଦ୍ରବ୍ୟର ଦାମ ଠାରୁ ଢେର ଅ

ଗ୍ରୀଷ୍ମରେ ବି ସବୁଠୁ ଶୀତଳ ଏହି ସ୍ଥାନ

ଗ୍ରୀଷ୍ମ ଋତୁରେ ଥଣ୍ଡା ସ୍ଥାନକୁ ଯିବା ପାଇଁ ସମସ୍ତେ ଚାହିଁଥାନ୍ତି । କିଏ ସମୁଦ୍ରକୁଳକୁ ପସନ୍ଦ କରିଥାଏ ତ କିଏ ହିଲ ଷ୍ଟେସନ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଶିମ୍‌ଲା ହେଉ କି ମନାଲି ହେଉ, କିମ୍ବା ଉତ୍ତରାଖଣ୍ଡ ଏବଂ ଲେହ ଲଦାଖର ପର୍ବତ । ଆଜିକାଲି ସେଠାକୁ ବହୁ ଲୋକ ବୁଲିବାକୁ ଯାଉଛନ୍ତି । ଆମ ଦେଶରେ ଏଭଳି ଅନେକ ସ୍ଥାନ ଅଛି ଯାହା ନିଦାଘ ବେଳର

ବୈଷ୍ଣଦେବୀ ଯାତ୍ରୀ ଗଣ ଧ୍ୟାନ ଦିଅନ୍ତୁ ...

ଯାତ୍ରୀମାନଙ୍କୁ ସର୍ବୋତ୍ତମ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ ଏକାଧିକ ପଦକ୍ଷେପ ଜାରି ରଖିଛି । କେତେବେଳେ ଦ୍ରୁତଗାମୀ ବନ୍ଦେ ଭାରତ ଏକ୍ସପ୍ରେସ ତ କେବେ ସମଗ୍ର ମହିଳା କର୍ମଚାରୀଙ୍କୁ ନେଇ ଚାଲିଥାଏ ଟ୍ରେନ । କେତେବେଳେ ନିର୍ଦ୍ଧିଷ୍ଟ ଯାତ୍ରା ,ପର୍ବପର୍ବାଣି ପାଇଁ ଟ୍ରେନ ବ୍ୟବସ୍ଥା କରାଯାଏ ତ କେବେ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଥାଏ । ସମ

ଚୈତ୍ର ମାସରେ ବୁଲି ଆସନ୍ତୁ ଗଞ୍ଜାମର ଏହି ଦେବୀପୀଠ

ଉତ୍ସବ ମୁଖର ହୋଇ ଉଠିଛି ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଶକ୍ତି ପୀଠ । ଚୈତ୍ର ମଙ୍ଗଳବାର ମେଳା ପାଇଁ ଏଠାରେ ସରିଛି ପ୍ରସ୍ତୁତି । ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଅଭୟ ବର ଦାୟିନୀ ଆଦି ଶକ୍ତି ଏଠି ମା ରୂପରେ ଦର୍ଶନ ଦେବେ । ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ପ୍ରତିଟି ଚୈତ୍ର ମଙ୍ଗଳବାର ହେବ ମାଙ୍କ ବିଶେଷ ଆରାଧନାର ବାର । ସେହିପରି ପ୍ରତି ଦୁଇବର୍ଷରେ ଥରେ କନ୍ୟା

ବୁଲି ଆସନ୍ତୁ ସିକିମ

ସିକିମ୍‌ ଭାରତର ଏକ ଆକର୍ଷଣୀୟ ରାଜ୍ୟ, ଯାହାର ଅପୂର୍ବ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ । ବିଶେଷକରି ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ସିକିମ୍‌ ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଏକ ପାର୍ବତୀୟ ରାଜ୍ୟ; ଯାହା ଆକର୍ଷଣୀୟ ନଦୀ, ପାହାଡ଼, ଝରଣା, ହ୍ରଦ, ପ୍ରାଚୀନ ମଠ, ଅର୍କିଡ୍‌ ନର୍ସ

ନୀଳଗିରିର ପଞ୍ଚଲିଙ୍ଗେଶ୍ୱର

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ରହିଛି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ପଞ୍ଚଲିଙ୍ଗେଶ୍ୱର । ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ମଧ୍ୟରେ ଏଠାରେ ପାଂଚୋଟି ଶିବଲିଙ୍ଗ ଆବିର୍ଭାବ ହୋଇଥିବାରୁ ଜାଗାଟି ପଞ୍ଚଲିଙ୍ଗେଶ୍ୱର ନାଁରେ ଜଣାଶୁଣା । ନିର୍ମିତ ଏହାର ମନ୍ଦିର ଏକାଦଶ ଶତାବ୍ଦୀର ବୋଲି ଐତିହାସିକ ସ୍ପଷ୍ଟ କରିଛନ୍ତି । ପାହାଡ଼ ,ଝରଣା ,ଜଙ୍ଗଲ ଓ ଶୈବପୀଠ ଗୋଟିଏ ଜାଗା

ଅପାସୋରା ପତୋରା

ହିମ ହିଲ୍ଲୋଳର ବିମାନରେ ଆସିଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ସ୍ଥଳ ଗୁଡିକରେ ଜମିଲାଣି ଭିଡ଼ । ପ୍ରକୃତିର ନୈସର୍ଗିକ ସୁଷମା ଭିତରେ ଥିବା ନୂଆପଡା ଜିଲ୍ଲାର ପତୋରା ଡ୍ୟାମରେ ଦେଖିବାକୁ ମିଳିଛି ବଣଭୋଜି ସାଙ୍ଗକୁ ମଜାମସ୍ତି ଓ ବୁଲାବୁଲିର ଆସର । ଏଠାକୁ ଆସିଥିବା ପର୍ଯ୍ୟଟକ କହନ୍ତି ପତୋରାର ସ୍ମୃତି ଓ ଅନୁଭବ ଆମପାଇଁ ରହିବ ଚିରକାଳ ଅପାସୋରା । ଲାଗିଛି ଗାଡି । ଜମି

1 /4

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.