ସମୁଦ୍ରରେ ସାହସ ଦେଖାଇଲେ ମହିଳା ସେନା ଅଧିକାରୀ
Sep 28, 2025
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୬ତମ ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍'ରେ ସେ ଭାରତୀୟ ନୌସେନାର ଦୁଇ ବୀରମହିଳା ଅଧିକାରୀ -ଲେଫ୍ଟେନାଣ୍ଟ୍ କମାଣ୍ଡର୍ ଦିଲନା କେ ଏବଂ ଲେଫ୍ଟେନାଣ୍ଟ୍ କମାଣ୍ଡର୍ ରୁପା କେ ଙ୍କ ଦୁଃସାହସିକ ଯାତ୍ରାକୁ ସ୍ମରଣ କରି ପ୍ରଶଂସା କରିଥିଲେ । ସେ ସୂଚାଇ ଥିଲେ କି ଏହି ଯାତ୍ରା ହେଉଛି 'ନଭିକା ସାଗର ପରିକ୍ରମ